ମିଥ୍ୟା ପ୍ରଚାର ,ଷଡଯନ୍ତ୍ର ଓ ହିଂସା କରିବାକୁ ପ୍ରୟାସ କରୁଛନ୍ତି ବିରୋଧୀ :ରାମ ମାଧବ

ଭୁବନେଶ୍ୱର:ନାଗରିକ ସଂଶୋଧନ ଆଇନ ହେଉଛି ନାଗରିକତା ଦେବାର ଆଇନ । ଏହା କାହାର ନାଗରିକତା ନେବା ନାହିଁ ।ଏହି ସଂଶୋଧନରେ କୌଣସି ବିବାଦ ନାହିଁ କିମ୍ବା କାହାପ୍ରତି କିଛି ବାଛ ବିଚାର ନାହିଁ । ବିରୋଧୀ ଜାଣିଶୁଣି ବିବାଦ ବଢାଇବା ସହିତ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି । ସେମାନଙ୍କ ଏହି ହୀନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି ।ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ) … Continue reading ମିଥ୍ୟା ପ୍ରଚାର ,ଷଡଯନ୍ତ୍ର ଓ ହିଂସା କରିବାକୁ ପ୍ରୟାସ କରୁଛନ୍ତି ବିରୋଧୀ :ରାମ ମାଧବ